spot_img

୫ ଦିନ ବାତିଲ ରହିବ ବିଶାଖାପାଟଣା-ନିଜାମୁଦ୍ଦିନ ଏକ୍ସପ୍ରେସ୍

ସମ୍ବଲପୁର : ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ଭାୟା ରାୟଗଡ଼ା, ଟିଟିଲାଗଡ଼ ସ୍ବତନ୍ତ୍ର ଟ୍ରେନ ୫ ଦିନ ପାଇଁ ବାତିଲ ରହିବ। ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଅନ୍ତର୍ଗତ ଡୋଙ୍ଗରଗଡ଼ ଷ୍ଟେସନରେ ନିରାପତ୍ତାଜନିତ ଆଧୁନିକୀକରଣ କାର୍ୟ୍ୟ ଯୋଗୁଁ ଏହି ଟ୍ରେନ ୫ରୁ ୯ ତାରିଖ ପର୍ୟ୍ୟନ୍ତ ବିଶାଖାପାଟଣାରୁ ଓ ୭ରୁ ୧୧ ତାରିଖ ପର୍ୟ୍ୟନ୍ତ ନିଜାମୁଦ୍ଦିନରୁ ପ୍ରସ୍ଥାନ କରିବ ନାହିଁ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular