ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ କିଛି ଦିନ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବିବାହ ପରେ ଚହଲ ଓ ତାଙ୍କ ପତ୍ନୀ ହନିମୁନ ପାଇଁ ଦୁବାଇ ଯାଇଥିଲେ । ତେବେ ସେଠାରେ ଦୁହେଁ କେବଳ ନାଗ ସାପକୁ ବେକରେ ବାନ୍ଧି ନଥିଲେ ବରଂ ସିଂହ ସହିତ ଯୁଦ୍ଧ ମଧ୍ୟ କରିଥିଲେ । ଦୁବାଇର ଫେମ ପାର୍କ ହେଉଛି ସେଲିବ୍ରିଟିଙ୍କ ପ୍ରିୟ ଯାଗା । ଅନେକ କ୍ରିକେଟର, ଅନ୍ତର୍ଜାତୀୟ କ୍ରୀଡା ବ୍ୟକ୍ତିତ୍ୱ ଏବଂ ହଲିଉଡ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି ପାର୍କ ପରିଦର୍ଶନରେ ଯାଇଥାନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0