ସମ୍ବଲପୁର: ରାଜ୍ୟର କରୋନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ସଟଡାଉନ ଓ ଲକଡାଉନ ଜାରି ରହିଛି । ଆଜି ଏନେଇ ସମ୍ବଲପୁରର ଜିଲ୍ଲା ପ୍ରଶାସନ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାର ୪ଟି ସ୍ଥାନରେ ୧୪୪ଧାରା ଲାଗୁ କରାଯାଇଛି । ଏହି ସ୍ଥାନ ଗୁଡିକ ହେଲା- ହୀରାକୁଦ ଅଞ୍ଚଳର ଖ୍ରୀଷ୍ଟିଆନପଡା, ସାକ୍ଷୀପଡାର ମୁଣ୍ଡାପଡା, ବଡବଜାରର କୁଷ୍ଠାପଡା ଓ କେଉଟପଡା ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 1