ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡର ଆମସେନା ଗୁରୁକୁଳ ଆଶ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଗୁରୁକୁଳ ଆଶ୍ରମର ବ୍ରହ୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ରହ୍ମଚାରୀଙ୍କ ନାମ ସଂଗରକର କ୍ରାସାମ ଓ ତାଙ୍କ ଘର ଆସାମ କାରବୀ ଆଳମରେ ବୋଲି ଜଣାଯାଇଛି।

Visitors Today : 3
Total Visitors : 130169
Total Views : 9891615
Visitors Online Now : 0