ଖୋର୍ଦ୍ଧା: ଖୋର୍ଦ୍ଧାରେ ମକର ଯାତ୍ରା ଅନୁଷ୍ଠିତ । ବାବା ହଟ୍ଟକେଶ୍ୱରୀ ଠାରେ ମକର ସଂକ୍ରାନ୍ତି ଉପଲକ୍ଷେ ଯାତ୍ରା ଆରମ୍ଭ ହୋଇଯାଇଛି । ସରକାରଙ୍କ କୋଭିଡ଼ ଗାଇଡ଼ଲାଇନ ଅନୁଯାୟୀ ମକର ମେଳା ଅନୁଷ୍ଠିତ ହୋଇଛି । ସନ୍ତାନ ସନ୍ତତି ଉଦେ୍ଦଶ୍ୟରେ ବହୁ ମାନସିକ ଧାରୀ ଅଟ୍ରି ବାବା ହଟ୍ଟକେଶ୍ୱରୀଙ୍କ ପାଖକୁ ଏହି ଦିନ ଆସିଥାନ୍ତି । ପରମ୍ପରା ଅନୁଯାୟୀ ସନ୍ତାନ ସନ୍ତତିରୁ ବଂଚିତ ସ୍ତ୍ରୀ ଲୋକମାନେ ମାନସିକ ରଖି ଅଟ୍ରି ଠାରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜି ମାନସିକ ପୁରଣ କରିଥାନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0