spot_img

ପୁଣି ଭଦ୍ରକରୁ ବ୍ରାଉନସୁଗାର ଜବତ

ଭଦ୍ରକ : ପୁଣି ଭଦ୍ରକରୁ ଜବତ ହେଲା ବ୍ରାଉନସୁଗାର। ଭଦ୍ରକ ଜିଲ୍ଲା ପୁରୁଣାବଜାର ପୋଲିସ ଦ୍ବାରା ୨୭ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ। ଏହି ମାମଲାରେ ପୋଲିସ ବ୍ରାଉନସୁଗାର ସହ ବେପାରୀଙ୍କୁ ମଧ୍ୟ ଗିରଫ କରିଛି। ନେଇ ଭଦ୍ରକ ଏସପି ଟ୍ବିଟ୍ କରି ସୂଚନା​‌ ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular