ରାଉରକେଲା : ରାଉରକେଲା-କଲୁଙ୍ଗା ଖଇରିବନ୍ଧ ସ୍ଥିତ ମେସର୍ସ ଶ୍ରୀୟା ମେଟାଲ ଆଣ୍ଡ କେମିକାଲସ କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ରାଉରକେଲା ଓ ପାନପୋଷ ଉପଖଣ୍ଡ ଅଗ୍ନିଶମ ବିଭାଗର ୪ଟି ଦମକଳ ବାହିନୀ ନିଆଁ ଲିଭା କାର୍ୟ୍ୟରେ ନିୟୋଜିତ ହୋଇଥିଲେ । ଏହି କାରଖାନାରେ ଅଟୋମୋବାଇଲ ଲୁବ୍ରିକାଂଟସ ପ୍ରସ୍ତୁତ ହେଉଥିଲା । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । କ୍ଷୟକ୍ଷତିର ଆକଳନ ହୋଇପାରିନଥିବା କହିଛନ୍ତି ରାଉରକେଲା ସହକାରୀ ଅଗ୍ନିଶମ ଅଧିକାରୀ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0