ନୂଆଦିଲ୍ଲୀ: ଦକ୍ଷିଣ ଫିଲ୍ମ ଜଗତରେ ସୁପରଷ୍ଟାର ଥାଲା ଅଜିତ ବେଶ ପରିଚିତ । ତାଙ୍କ ଅଭିନୀତ ଚଳଚ୍ଚିତ୍ରରେ ସେ ଲୋକଙ୍କ ହୃଦୟ ଜିତିବା ପାଇଁ କୌଣସି ଉଣା ରଖିନଥାନ୍ତି । । ତାଙ୍କ ଅଭିନୟ ଯୋଗୁଁ ଦକ୍ଷିଣ ସିନେମାରେ ନାମ ଅର୍ଜନ କରିବା ସହିତ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ଜ୍ଝ କିନ୍ତୁ ଚଳଚ୍ଚିତ୍ର ବ୍ୟତୀତ ଥାଲା ଅଜିତ ବର୍ତ୍ତମାନ ତାଙ୍କର ଉଦାରତା ସହିତ ଲୋକଙ୍କ ହୃଦୟ ଜିତିଥିବାର ନଜର ଆସିଛନ୍ତି ଜ୍ଝ ବାସ୍ତବରେ, ନିକଟରେ ଥାଲା ଅଜିତ ହାଇଦ୍ରାବାଦର ରାସ୍ତା କଡ଼ରେ ଥିବା ଇଡଲି ବିକ୍ରେତାଙ୍କୁ ତାଙ୍କ ପିଲାଙ୍କୁ ଅଧ୍ୟୟନରେ ସାହାଯ୍ୟ କରିବା ପାଇଁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି। ତେବେ ଏନେଇ ଚିତ୍ତବିନୋଦନ ଶିଳ୍ପ ଟ୍ରାକର ରମେଶ ବାଲା ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ।
Heard #Thala #Ajith gave ₹ 1 Lakh donation to a road-side Idly vendor for his kids education in Hyderabad..
On some nights, he used to visit the stall after #Valimai shoot in Hyd..
Kind Gesture!👌
— Ramesh Bala (@rameshlaus) January 20, 2021



Visitors Today : 3
Total Visitors : 130169
Total Views : 9891615
Visitors Online Now : 0