ବାମ୍ବୋଲିମ: ଇଣ୍ଡିଆନ ସୁପରଲିଗରେ ୨-୧ ଗୋଲ ଦେଇ ବାଙ୍ଗାଲୋର ଏଫସିକୁ ହରାଇଛି କେରଳ ବ୍ଲାଷ୍ଟର୍ସ । ତେବେ ବ୍ରାଜିଲ ଷ୍ଟ୍ରାଇକର କ୍ଲେଇଟନ ସିଲଭା ୨୩ ତମ ମିନିଟରେ ଗୋଲ ଦେଇ ବାଙ୍ଗାଲୋର ଦଳକୁ ଅଗ୍ରଣୀ କରାଇଥିଲେ । ଏହାର ଜବାବରେ ମିଜୋରାମ ଫୁଟବଲର ଲାଲଥାଥାଙ୍ଗା ଖାୱାହିରିଂ ୭୩ ମିନିଟରେ ଗୋଲ ଦେଇ ମ୍ୟାଚକୁ ସମାନସ୍ତରକୁ ଆଣିଥିଲେ । ଅନ୍ୟପଟେ ଇଞ୍ଜୁରୀ ଟାଇମର ଚତୁର୍ଥ ମିନିଟରେ ରାହୁଲ କାନୋଲି ପ୍ରବୀନ ଗୋଲ ଦେଇ କେରଳ ଦଳକୁ ବିଜୟୀ କରାଇଥିଲେ ।
galore



Visitors Today : 3
Total Visitors : 130169
Total Views : 9891615
Visitors Online Now : 0