ଭୁବନେଶ୍ୱର: ଲୋୟର ପିଏମଜିରୁ ଆନ୍ଦୋଳନ କରୁଥିବା ଏଏନଏମକର୍ମୀଙ୍କୁ ହଟାଇଛି ପୁଲିସ । ଧାରଣାସ୍ଥଳରୁ ଉଠାଇବା ବେଳେ ଆନ୍ଦୋଳନକାରୀ ଓ ପୁଲିସ ଧସ୍ତାଧସ୍ତି ହେଉଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ପ୍ରାୟ ୨ଶହ ପୁଲିସ କର୍ମଚାରୀ ପହଂଚିଥିଲେ ଲୋୟର ପିଏମଜିରେ । ପ୍ରଥମେ ଆନ୍ଦୋଳନକାରୀ ଏଏନଏମକର୍ମୀଙ୍କୁ ଆନ୍ଦୋଳନସ୍ଥଳ ଛାଡି ଚାଲିଯିବାକୁ ପୁଲିସ କର୍ମୀ ବୁଝାଇଥିଲେ । ହେଲେ ଆନ୍ଦୋଳନକାରୀ କିଛି ନ ଶୁଣିବାରୁ ବଳପୂର୍ବକ ଉଠାଇ ନେଇଛନ୍ତି ପୁଲିସ । ରାଜଧାନୀରେ ସ୍ଥାୟୀ ନିଯୁକ୍ତି ଦାବିରେ ଦିନ ରାତି ୬୨ ଦିନ ହେଲା ଏଏନଏମମାନେ ଧାରଣାରେ ବସିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0