spot_img

ଦିନିକିଆ ସିରିଜକୁ ହାତେଇଲା ବାଂଲାଦେଶ

ଢାକା: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ବାଂଲାଦେଶ ବିଜୟ ହାସଲ କରିଛି । ତେବେ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଘରୋଇ ଦଳ ବାଂଲାଦେଶ ୭ ୱିକେଟରେ ଅତି ସହଜରେ ମ୍ୟାଚକୁ ଜିତିଥିଲା । ଏହା ସହ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ବାଂଲାଦେଶ ୨-୦ରେ ଅଗ୍ରଣୀ ହେବା ସହ ସିରିଜକୁ ନିଜ ହାତରେ ରଖିଛି । ଅନ୍ୟପଟେ ମେହିଦି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ପୂର୍ବରୁ ପ୍ରଥମ ମ୍ୟାଚରେ ମଧ୍ୟ ଘରୋଇ ଦଳ ୬ ୱିକେଟ ବିନିମୟରେ ଜିତିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular