କିଜବୁହେଲ: ବିଟ ଫେଉଜ ପ୍ରଥମଥର ପାଇଁ କିଜବୁହେଲ ଡାଉନହିଲ ସ୍କି ରେସ ଟାଇଟଲ ବିଜୟ ହାସଲ କରିଛନ୍ତି । ଏହା ସହ କ୍ୟାରିୟରର ଏକାଦଶ ଅଲପାଇନ ସ୍କି ୱଲ୍ଡ କପ ଡାଉନହିଲ ଟାଇଟଲ ଜିତିଛନ୍ତି । ଅନ୍ୟପଟେ ପ୍ରତିଯୋଗିତାର ଫାଇନାଲ ଜମ୍ପରେ ତାଙ୍କ ଟିମ ମେଟ ଅର୍ସ କ୍ରିଏନବୁଲ ଦୁର୍ଘଟଣାର ଶିକାର ହୋଇ ଖେଳରୁ ବାଦ ପଡିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0