spot_img

ଗୋଟିଏ ମଞ୍ଚରେ ଏକାଠି ହେଲେ ମୋଦି-ମମତା

କଲିକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ କଲିକତା ଗ୍ରସ୍ତରେ ଯାଇଛନ୍ତି । ତେବେ ମୋଦିଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପରାକ୍ରମ ଦିବସ ସମାରୋହରେ ସାମିଲ ହୋଇଛନ୍ତି । ତେବେ ଆଶ୍ଚର୍ୟ୍ୟର କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଟିଏ ସ୍ଥାନରେ ନଜର ଆସିଛନ୍ତି । ଏହା ସହିତ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ମଧ୍ୟ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular