spot_img

କଳାହାଣ୍ଡି ଉପଜିଲ୍ଲାପାଳ ସସ୍‌ପେଣ୍ଡ

କଳାହାଣ୍ଡିକଳାହାଣ୍ଡି ଉପଜିଲ୍ଲାପାଳ ସସ୍‌ପେଣ୍ଡ। କାର୍ଯ୍ୟରେ ଅବହେଳା ଯୋଗୁଁ ଉପଜିଲ୍ଳାପାଳ ଅନିଷା ଦାସଙ୍କୁ ସସ୍‌ପେଣ୍ଡ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ସେ ତହସିଲଦାର ଭାବେ କର୍ଯ୍ୟରତ ଥିଲେ। ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଳାର ଉପ- ଜିଲ୍ଳାପାଳ ଭାବେ ତାଙ୍କର ବଳଦି ହୋଇଥିଲା। ତହସିଲଦାରରୁ ଉପଜିଲ୍ଲାପାଳ ଭାବେ ବଦଳି ହୋଇଥିବା ଅନିଷାଙ୍କୁ ସସ୍‌ପେଣ୍ଡ କରାଯାଇଛି। ଅନିଷାଙ୍କୁ ବେତନଟୀରୁ ରାତିଅଧିଆ ବଦଳି କରାଯାଇଥିଲା।  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular