spot_img

ଯୌନ ନିର୍ଯାତନାକୁ ନେଇ ହାଇକୋର୍ଟ ଦେଲେ ବିବାଦୀୟ ରାୟ

ମୁମ୍ବାଇ: ଯୌନନିର୍ଯାତନକୁ ନେଇ ବମ୍ବେ ହାଇକୋର୍ଟ ଏକ ବିବାଦୀୟ ରାୟ ଦେଇଛନ୍ତି । ତେବେ ହାଇକୋର୍ଟର ନାଗପୁର ବେଞ୍ଚ ପକ୍ଷରୁ ଏକ ମାମଲା ରାୟ ପ୍ରକାଶ ପାଇଛି । ରାୟ ଅନୁସାରେ ପୋଷାକ ଉପରେ ହସ୍ତଚାଳନା କରିବା ଅଶ୍ଳୀଳ ଆଚରଣ ଅବା ଯୌନ ନିର୍ଯାତନା ନୁହେଁ । ଶରୀର ସହିତ ଶରୀରର ସଂଯୋଗ ହେଲେ ହିଁ ଏହାକୁ ଯୌନ ନିର୍ଯାତନା କୁହାଯିବ ବୋଲି ବିଚାରପତି ପୁଷ୍ପା ଗାନେଡିୱାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular