ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାଫ ହେବାରେ ଲାଗିଛି । ତେଣୁ ତାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ତାଙ୍କ ପରିବାର ବାରମ୍ବାର ଉଦ୍ୟମ କରୁଛନ୍ତି । ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବ ଦିଲ୍ଲୀ ଏମ୍ସରେ ଭର୍ତ୍ତି ଅଛନ୍ତି । ତାଙ୍କର ବୃକ୍କ ମାତ୍ର ୨୫ପ୍ରତିଶତ କାମ କରୁଛି । ଏତଦ୍ ବ୍ୟତୀତ ତାଙ୍କ ଫୁସଫୁସରେ ପାଣି ଜମି ରହିବା ସଂକ୍ରମଣ ଯୋଗୁଁ ସେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି। ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇପଡ଼ିଥିବାରୁ ତାଙ୍କୁ ମୁକୁଳାଇବା ପାଇଁ ତାଙ୍କ ପୁଅ-ଝିଅ ଲାଗିପଡ଼ିଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0