ବାଣପୁୁର: ବାଣପୁୁର ବାଇପାସ ରାସ୍ତାରେ ଦୁର୍ଘଟଣା, ତିନି ଗୁରୁତର । ବାଇକ ଓ ଟ୍ରାକଟର ମଧ୍ୟରେ ଏହି ଦୁର୍ଘଟଣା ହୋଇଛି । ବାଇକଟି ଟ୍ରାକ୍ଟରକୁ ଓଭର ଟେକ କରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୋଳ ମୁଣ୍ଡେଇ ଗ୍ରାମର ନାଲୁ ପ୍ରଧାନ, ନାରାୟଣ ଜେନା ଓ ସୁକାନ୍ତ ନାୟକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବାଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିସôା ପାଇଁ ପୋଠାଇ ଦିଆଯାଇଛି । ଜଣଙ୍କର ହାତ ଉପରେ ଟ୍ରାକ୍ଟର ଚକା ଚଢିବାରୁ ଗୁରତର ହୋଇଛି, ଉକ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l



Visitors Today : 0
Total Visitors : 130166
Total Views : 9891611
Visitors Online Now : 0