ଦୁବାଇ: ଆଇସିସି ପକ୍ଷରୁ ନୂତନ କରି ଆଇସିସି ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିବାକୁ ଯାଉଛି । ତେବେ ଏହି ଦୌଡରେ ଭାରତର ୪ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ହେଲେ ଭାରତୀୟ କ୍ରିକେଟର ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ରିଷଭ ପନ୍ଥ, ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଫାଷ୍ଟ ବୋଲର ମହମ୍ମଦ ସିରାଜ ଓ ଟି ନଟରାଜନ ସାମିଲ ହୋଇଛନ୍ତି । ଅନ୍ୟପଟେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଚମକ୍ରାର ପ୍ରଦର୍ଶନ କରିଥିବାରୁ ପନ୍ତ, ସିରାଜ, ନଟରାଜନ ଓ ଅଶ୍ୱିନ ଏହି ଦୌଡରେ ସାମିଲ ହୋଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0