ରାୟଗଡ଼ା: ଆସନ୍ତା ୩ ଦିନ ପାଇଁ ରାୟଗଡ଼ା ଥାନା ସିଲ୍ କରାଯାଇଛି । ୧୪ ଜଣ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । ଥାନାକୁ ଆସନ୍ତା ୩ ଦିନ ପାଇଁ ସିଲ୍ ହୋଇଥିବାର ସୂଚନ ଦେଇଛନ୍ତି ଏସପି । ୧୪ ଜଣ ସ୍ବତନ୍ତ୍ର ସୁରକ୍ଷା ବାଟାଲିଆନର ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଥାନାକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଛି । ଥାନା ପରିସରରେ ଥିବା ବାଟାଲିୟନ କ୍ୟାମ୍ପରେ ସମସ୍ତ ଯବାନଙ୍କ ରହିବା ବ୍ୟବସ୍ଥା ହୋଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0