ନୂଆଦିଲ୍ଲୀ: ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ । ଏଥିପାଇଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ରାଜ୍ୟସଭାର ସମସ୍ତ ରାଜନୈତିକ ଦଳର ନେତାଙ୍କ ବୈଠକ ଡାକିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ସରକାରୀ ବାସଭବନରେ ବୈଠକ ଅନୁଷ୍ଠିତ ହେବ। ସଂସଦର କାର୍ୟ୍ୟ କିପରି ସୁରୁଖୁର ହେବ, ସେଥିପାଇଁ ମଧ୍ୟ ସଂସଦର ବିଜେନେସ୍ ଆଡଭାଇଜାରୀ କମିଟିର ବୈଠକ ଆସନ୍ତାକାଲି କରିବା ଲାଗି କାର୍ୟ୍ୟସୂଚୀ ପ୍ରସ୍ତୁତ ହୋଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0