ଫିଟନେସକୁ ନେଇ ଚର୍ଚ୍ଚାରେ ବଲିଉଡ଼ ଅଭିନେତା ଟାଇଗରଙ୍କ ମାଆ ଆୟଶା ସର୍ଫ । ଯେଉଁ ବୟସରେ ଲୋକମାନେ ଘରେ ବସି ଆରାମ କରନ୍ତି ସେହି ବୟସରେ ଆୟଶା ଜିମରେ ଝାଳ ବୁହାଉଛନ୍ତି । ୬୦ ବର୍ଷର ଆୟଶା ଜିମରେ ୯୫ କେଜି ଓଜନ ଉଠାଉଥିବାର ଏକ ଭିଡ଼ଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ଭିଡ଼ିଓରେ ଟାଇଗର ଓ ତାଙ୍କ ମା ୱାର୍କଆଉଟ କରୁଥିବାର ନଜର ଆସିଛନ୍ତି । ତେବେ ଆୟଶା ସଫ ଜଣେ ଫିଲ୍ମ ପ୍ରଡ଼ୁ୍ୟସର, ଏବଂ ଜଣେ ଫେମସ ମଡ଼େଲ ମଧ୍ୟ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0