ଚିଲିକା: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ନିୟମ କଡାକଡି କରାଯାଉଛି । ଚିଲିକାରେ ମଧ୍ୟ ଭସାପୋଲ ଓ ଡଙ୍ଗାକୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏନେଇ କୃଷ୍ଣପ୍ରସାଦ ବିଡିଓ ସୂଚନା ଦେଇଛନ୍ତି । କୃଷ୍ଣପ୍ରସାଦର ଚିଲିକା ଘେରା ଭିତରେ ଥିବା ୧୪ଟି ପଞ୍ଚାୟତରୁ ଦୁଇ ଦିନ ଭିତରେ ୩୯ ଜଣ କରୋନା ପଜିଟିଭ୍ ବାହାରିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0