ଭଦ୍ରକ: ଚାନ୍ଦବାଲି ବ୍ଲକ ଧାମରାରେ ଭିଜିଲାନ୍ସ ଏବଂ ବନବିଭାଗର ମିଳିତ ଚଢାଉ । ଲକ୍ଷାଧିକ ଟଙ୍କାର କାଠ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । କଇଥଖୋଲି ବଜାରରେ ଥିବା ଖଲିଲ ଅଲ୍ଲୀ ଖାନଙ୍କ କାଠ ଦୋକାନରେ ବ୍ୟାପକ କାଠ ଥିବା ସୂଚନା ପାଇ ବନ ବିଭାଗ ଚଢାଉ କରି ବିପୁଳ ପରିମାଣର କାଠ ଜବତ କରିଛି । ସେହିପରି କୋଲକାତା ଓ କାନ୍ଥିରୁ ଯାତ୍ରିବାହୀ ବସରେ ଚୋରା କାଠ ପ୍ରତିଦିନ ଭଦ୍ରକ ଆସେ । ଏନେଇ ଅଭିଯୋଗ ପରେ ଚଢାଉ କରିଥିବା ବେଳେ ଚୋରା କାଠ ବେପାରୀଙ୍କ ଘର ଓ ଗୋଦାମ ଗୃହରେ ଚଢାଉ ହୋଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0