ଅହମ୍ମଦାବାଦ: ଚଳିତ ବର୍ଷ ସୟଦ ମୁସ୍ତାଦ ଅଲ୍ଲୀ ଟ୍ରଫିକୁ ଜିତିଛି ତାମିଲନାଡୁ ଦଳ । ତେବେ ବିପକ୍ଷ ବରୋଦା ଦ୍ୱାରା ଧାର୍ଯ୍ୟ ୧୨୧ ରନର ବିଜୟ ଲକ୍ଷ୍ୟକୁ ତାମିଲନାଡୁ ୧୮ ଓଭରରେ ୩ ୱିକେଟ ବିନିମୟରେ ଅତି ସହଜରେ ସଂଗ୍ରହ କରି ନେଇଥିଲା । ଦଳ ପକ୍ଷରୁ ହରି ନିଶାନ୍ତ ୩୫, ଏନ. ଜଗଦିଶନ ୧୪, ଅଧିନାୟକ ଦିନେଶ କାର୍ତ୍ତିକ ୨୨ ରନ କରିଥିବା ବେଳେ ବାବା ଅପରାଜିତ ୨୯ ଓ ଶାହାରୁଖ ଖାଁ ୧୮ ରନ କରି ଅପରାଜିତ ରହିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0