spot_img

ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେବ କୃଷି ସେସ୍

ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲଗାଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଉପରେ ଅଢେଇ ଟଙ୍କାର କୃଷି ସେସ ଲାଗିଛି । ସେହିଭଳି ଡିଜେଲ ଉପରେ ୪ ଟଙ୍କାର କୃଷି ସେସ ଲଗାଯାଇଛି । ଏହା ପରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବ । ବଜେଟରେ ଆଜି ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ । ତେବେ କୃଷିସେସ ଲଗାଇବା ପରେ ଉତ୍ପାଦନ ଶୁଳ୍କକୁ କମାଇଛନ୍ତି ସରକାର । ତେଣୁ ଉପଭୋକ୍ତାଙ୍କ ଉପରେ ଏହାର ତତ୍କାଳ ପ୍ରଭାବ ପଡିବ ନାହିଁ । ବର୍ତ୍ତମାନ ପାଇଁ କୌଣସି ବୋଝ ପଡିବନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular