spot_img

ନବରଙ୍ଗପୁର ସାଂସଦ ଓ ବିଧାୟକଙ୍କ ବୁର୍ଜା ପଂଚାୟତ ଗସ୍ତ

ନବରଙ୍ଗପୁର: ଉମରକୋଟର ବୁର୍ଜା ପଂଚାୟତ ଗସ୍ତରେ ନବରଙ୍ଗପୁର ସାଂସଦ ରମେଶ ମାଝି ଏବଂ ପୁର୍ବତନ ବିଧାୟକ ସୁବାଷ ଗୋଣ୍ଡ । ପଂଚାୟତର ବେଙ୍ଗଲୀ ପୂଜାରିଗୁଡ଼ା , ୟୁଭି-୯ ଏବଂ ଆଦିବାସୀ ପୂଜାରୀଗୁଡ଼ା ସଂସଦ ଏବଂ ବିଧାୟକ ଗସ୍ତ କରିଛନ୍ତି । ସେଠାରେ ପହଂଚି ଉନ୍ନତିମୂଳକ କାର୍ଯ୍ୟ କେଉଁ ଭଳି କରାଯିବ ସେ ନେଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ଗାଁର ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଗସ୍ତରେ ବି.ଜେ.ଡ଼ିର ବୀରସିଂ ମାଝୀ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular