ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲୋକ ଭବନ ସାମ୍ନାରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛି । ତେବେ ଅବୈଧ ଜମିଜମା ମାମଲାରେ କୌଣସି କାର୍ୟ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗରେ ସୋମବାର ଦିନ ଲୋକ ଭବନ ସମ୍ମୁଖରେ ଆତ୍ମଦାହ ଉଦ୍ୟମ କରିଛନ୍ତି। ପୋଲିସ ସୂତ୍ର ଅନୁଯାୟୀ, କନ୍ନୌଜ ଜିଲ୍ଲାର ଇନ୍ଦ୍ରଗଡର ୩୬ ବର୍ଷ ବୟସ୍କ ଉମାଶଙ୍କର ହଜରତଗଞ୍ଜ ସ୍ଥିତ ଲୋକ ଭବନ ସମ୍ମୁଖରେ ନିଜ ଉପରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0