spot_img

ମଂଚେଶ୍ୱରରେ ମୃଦୁ ପାନୀୟ କମ୍ପାନୀ ଉପରେ ଚଢାଉ

ଭୁବନେଶ୍ୱର: ମଂଚେଶ୍ୱର ଶିଳ୍ପାଚଂଳରେ ଥିବା ମୃଦୁ କମ୍ପାନୀ ଉପରେ ପୁଲିସର ରେଡ । ଅପମିଶ୍ରଣ କାରବାର ଚାଲିଥିବା ନେଇ ପୁଲିସ ରେଡ କରିଛି । ବିଭିନ୍ନ ନାମୀ ବ୍ରାଣ୍ଡର ନାଁକୁ ସାମାନ୍ୟ ପରିବର୍ତନ କରି ବଜାରକୁ ଛାଡୁଥିଲା କମ୍ପାନୀ । ଏନେଇ ଖବର ପାଇବା ପରେ ମଂଚଶ୍ୱର ପୁଲିସ ପକ୍ଷରୁ ଚଢାଉ କରାଯାଇଛି । ଡିଭାଇନ ଇଂଟରନ୍ୟାସନାଲ ନାଁରେ ଏହି କମ୍ପାନୀ ଅପମିଶ୍ରଣ ମୃଦୁ ପାନୀୟ ବଜାରକୁ ଛାଡୁଥିଲା । ଯାହା ଶରୀର ପାଇଁ ହାନିକାରକ ବୋଲି କହିଛନ୍ତି ଫୁଡ ଇନ୍ସପେକ୍ଟର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular