( ) ଆଜି ବିଶ୍ୱ କର୍କଟ ଦିବସ…… ରାଜ୍ୟର ୧୧ଟି ଜିଲ୍ଲାରେ କର୍କଟ ରୋଗୀଙ୍କୁ ମିଳିବ ରେଡିଓ ଥେରାପି ଚିକିସôା……ଆସନ୍ତା ୨୦୨୬ ସୁଦ୍ଧା ଜିଲ୍ଲାସ୍ତରରେ ଚିକିସôା ସୁବିଧା ପାଇପାରିବେ କର୍କଟ ରୋଗୀ….ସେପଟେ ରାଜଧାନୀରେ ନିର୍ମାଣ ହେବ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ….. ଉପଲବ୍ଧ ହେବ ସବୁପ୍ରକାର ଅତ୍ୟାଧୁନିକ ଚିକିସôା ସେବା…..
( ) ରାଉରକେଲାରୁ ଆସିଲା ଦୁଃଖଦ ଖବର…. ଦ୍ରୁତ ଗତିରେ ଆସୁଥିବା ମାଲବାହୀ ଟ୍ରେନ ଧକ୍କାରେ ଦୁଇ ହାତୀ ମୃତ…. ୨ ବଗି ବି ଲାଇନଚ୍ୟୁତ….ଗତ କାଲି ସୁନ୍ଦରଗଡ ଜିଲ୍ଳା ମହିପାଣି ଲେବୁଲ କ୍ରସିଂରେ ଘଟିଛି ଘଟଣା….ସେପଟେ ଏହି ଘଟଣାକୁ ନେଇ ରେଲବାଇ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ବନବିଭାଗ…..
( )ଓଡିଶାରେ ତିଆରି ହେବ ବିଶ୍ୱସ୍ତରୀୟ ରେଲ ଭିତିଭୂମି…..ବଜେଟରେ ୫ହଜାର ୫୨୮ କୋଟି ଟଙ୍କା ବ୍ୟୟବରାଦ…. ନୂଆ ରେଳପଥ, ଗେଜ ପରିବର୍ତ୍ତନ ଓ ଦୋହରୀକରଣ ପାଇଁ ରହିଛି ୩୯ଟି ପ୍ରକଳ୍ପ…..୪ ହଜାର ୮୭୭ କିଲୋମିଟର ରେଳପଥ ବିଚ୍ଛାଯିବାର ରହିଛି କାର୍ଯ୍ୟକ୍ରମ…..
( )ସସପେନ୍ସରେ ରାମାଦେବୀ ଛାତ୍ରୀ ଝରାଫୁଲ ମୃତୁ୍ୟ ମାମଲା…… ଅଭିଯୁକ୍ତ ରାକେଶର ଆଜି ରିମାଣ୍ଡ ଅବଧିର ଶେଷ ଦିନ….ଯାଜପୁର , ଭୁବନେଶ୍ୱରରେ ସିନ୍ ରି- କ୍ରିଏଟ କରିବା ପରେ ବିଭିନ୍ନ ଦିଗକୁ ନେଇ ଚାଲିଛି ତଦନ୍ତ…..
( )ଚାଷୀ ଆନେ୍ଦାଳନକୁ ନେଇ ଆମେରିକାର ପ୍ରତିକ୍ରିୟା….ୱାଂଶିଟନ କହିଲା , ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଗଣତନ୍ତ୍ରର ଅଂଶ…. ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହେବା ଜରୁରୀ…..କୃଷିର ଭଲ ପାଇଁ ଯେଉଁ ପଦକ୍ଷେପ ନିଆଯିବ ତାକୁ ଆମରିକା ସ୍ୱାଗତ କରିବ ବୋଲି କହିଲେ ଜଣେ ବୈଦେଶିକ ମୁଖପାତ୍ର…..
( )ସାରା ରାଜ୍ୟରେ ଶୀତର ଲହରୀ… କନ୍ଧମାଳ , ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ….ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ….୧୬ ଜିଲ୍ଳାକୁ ପ୍ରବଳ ଶୀତ ନେଇ ଆଲର୍ଟ ଜାରି…..



Visitors Today : 5
Total Visitors : 130174
Total Views : 9891621
Visitors Online Now : 0