spot_img

କଂଗ୍ରେସର ଟାର୍ଗେଟରେ ମାଷ୍ଟରବ୍ଲାଷ୍ଟର

କୋଚି: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ସମର୍ଥନ ଜଣାଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବେ ଚର୍ଚ୍ଚାରେ । ସଚିନଙ୍କ ଏହି ଅଭିମୁଖ୍ୟକୁ ବିରୋଧ କରି କଂଗ୍ରେସ କର୍ମୀ ସଚିନଙ୍କୁ ଟାଗେର୍ଟ କରିଛନ୍ତି । ତେବେ ସଚିନଙ୍କୁ ଅପମାନିତ କରିଛନ୍ତି କଂଗ୍ରେସ କର୍ମୀ । କେରଳର କୋଚିଠାରେ ସଚିନଙ୍କ କଟ ଆଉଟରେ କଂଗ୍ରେସ କର୍ମୀ କାଳି ଢାଳିଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular