କଟକ: କଟକ ସହରରୁ ଆଉ ୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ୩୯ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସରକାରୀ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୨୭ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ଏତତ୍ ବ୍ୟତୀତ ୨ ସ୍ଥାନୀୟ ସଂକ୍ରମିତ ହେଲେ ମଠସାହିର ୪୬ ବର୍ଷୀୟା ମହିଳା ଓ ପୋଲିସ କଲୋନୀର ୩୦ ବର୍ଷୀୟ ୟୁବକ । ଉଭୟ ହେଉଛନ୍ତି କରୋନା ଯୋଦ୍ଧା ।
#COVID19 update in Cuttack city (CMC area)
Out of the 60 new COVID-19 +ve cases reported today in #Cuttack district, 41 +ve cases belong to Cuttack city (CMC area).
Another 10 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/0v4XLjnQkj
— CMC,Cuttack (@CMCCuttack) July 28, 2020
ସୂଚନାଯୋଗ୍ୟ, ଏବେସୁଦ୍ଧା କଟକ ସହରରୁ ମୋଟ୍ ୭୭୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୧୪ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୦ ଜଣ ପ୍ରାଣ ହରାଇଥିବା ବେଳେ ୪୫୩ଟି ସକ୍ରିୟ କେସ୍ ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0