ମୁମ୍ବାଇ:ବଲିଉଡ ଅଭିନେତା ସଲମାନ ଖାନ୍ ତାଙ୍କର ଆଗାମୀ ଫିଲ୍ମ ଟାଇଗର-୩ କୁ ନେଇ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ସଲୁ୍ଲଙ୍କ ବିପକ୍ଷରେ ଅଭିନେତ୍ରୀ ହେବେ କ୍ୟାଟି୍ରନା କୈଫ୍ । ଫିଲ୍ମର ଶୁଟିଂ ଆଗାମୀ ମାର୍ଚ୍ଚରୁ ଆରମ୍ଭ ହେବ । ତେବେ ଏହି ଫିଲ୍ମରେ ଆଉ ଜଣେ ଅଭିନେତାଙ୍କ ନାମ ଯୋଡି ହୋଇଯାଇଛି । ସଲମାନ, କ୍ୟାଟି୍ରନାଙ୍କ ସହ ଫିଲ୍ମର ଏକ ପ୍ରମୁଖ ଚରିତ୍ରରେ ଇମରାନ୍ ଖାନଙ୍କୁ ଦେଖିବାକୁ ମିଳିବ । ତେବେ ଇମରାନଙ୍କର ଏଥିରେ ଖଳନାୟକ ଚରିତ୍ର ରହିଛି । ହେଲେ ଏ ନେଇ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଅଫିସିଆଲ କିଛି କୁହାଯାଇ ନାହିଁ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0