ଦୁବାଇ: କରୋନା ମହାମାରୀ କାରଣରୁ ତିନୋଟି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ଏବଂ ଦୁଇଟି ସିରିଜ୍କୁ ସ୍ଥଗିତ କରିଦିଆଯାଇଛି । ଆମେରିକା ଓ ନେପାଳ ବିପକ୍ଷରେ ଓମାନ ସିରିଜ୍ ଏବଂ ଓମାନ ଓ ସ୍କଟ୍ଲ୍ୟାଣ୍ଡ ବିପକ୍ଷରେ ପାପୁଆ ନ୍ୟୁ ଗିନ୍ ସିରିଜ୍ ମଧ୍ୟ ଆଗକୁ ସ୍ଥଗିତ କରିଦିଆଯାଇଛି । ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ କାଉନ୍ସିଲ୍ ବା ଆଇସିସି ବର୍ତ୍ତମାନ ଏହି ତୋନୋଟି ବିଶ୍ୱକପ୍ ଏବଂ ଦୁଇଟି ସିରିଜ୍ ପାଇଁ ନୂଆ କାର୍ୟ୍ୟସୂଚୀ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0