spot_img

ରାମ ମନ୍ଦିର ନିର୍ମାଣ ପାଇଁ ସଂଗ୍ରହ ହେଲାଣି୧୫୯୦ କୋଟି ଟଙ୍କା

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ୧୫୯୦ କୋଟି ଟଙ୍କା ସଂଗ୍ରହ ହୋଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରିଙ୍କ ସହଯୋଗୀ କହିଛନ୍ତି ଯେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରୁ ସହଯୋଗ ରାଶି ଏକତ୍ରିତ କରାଯାଉଛି। ସେ କହିଛନ୍ତି ଯେ ଦେଶର ୪ ଲକ୍ଷ ଗାଁ ୦ ୧୧ କୋଟି ପରିବାରରେ ଏହି ଅଭିଯାନରେ ସାମିଲ ହେବା ଟ୍ରଷ୍ଟର ଉଦ୍ଦେଶ୍ୟ। ପାଣ୍ଠି ସଂଗ୍ରହ ଅଭିଯାନ ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହୋଇଛି ଓ ଫେବୃଆରୀ ୨୭ ତାରିଖ ଯାଏଁ ଜାରି ରହିବ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular