ବଲାଙ୍ଗିର : ବାଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିରେ ବ୍ୟାପକ ଭଙ୍ଗାରୁଜା । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଭଳି ଭଙ୍ଗାରୁଜା କରି ଫେରାର ହୋଇଯାଇଥିବା ଜଣାପଡିଛି । ଦୁର୍ବୃତ୍ତ ୟୁନିଭର୍ସିଟିରେ ପ୍ଲାଟିନମ୍ ଜୁବଲି ଗେଟରେ ଭଙ୍ଗାରୁଜା କରିଛନ୍ତି । ଗେଟରେ ଲାଗିଥିବା ଲୋଗୋ, ମାନଚିତ୍ର ସହ ସାଜସଜ୍ଜା ଜିନିଷକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ସେପଟେ ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0