spot_img

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ: ବିବାହ ବନ୍ଧନରେ ଆଉ ଜଣେ ଭାରତୀୟ କ୍ରିକେଟର । ଭାରତୀୟ ଅଫ୍ ସ୍ପିନ ଅଲରାଉଣ୍ଡର ଜୟନ୍ତ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରେମିକା ଦିଶା ଚାୱଲାଙ୍କୁ ସେ ଜୀବନସାଥୀ କରିଛନ୍ତି । ପାରମ୍ପରିକ ପାର୍ସି ରୀତିନୀତିରେ ସେମାନେ ବିବାହ କରିଛନ୍ତି । ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାପରେ ପ୍ରଶଂସକ ଏବଂ ଖେଳାଳୀମାନେ ଅଭନିନ୍ଦନ ବାର୍ତ୍ତା ଏବଂ ଶୁଭେଚ୍ଛା ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular