() ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ…. ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ…ସହିଦ ଯବାନ କରୋନା ଯୋଦ୍ଧାଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି…କୋଭିଡ଼ ନିୟନ୍ତ୍ରଣ ନେଇ ରାଜ୍ୟସରକାରଙ୍କୁ ପ୍ରଶଂସା…ସେପଟେ କୋଟିଆ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ…
() ବାଲେଶ୍ୱର ବସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା… ଗୋରୁ ବୋଝେଇ ଟ୍ରକ ଓଲଟି ୩ ଜଣଙ୍କର ପ୍ରାଣହାନୀ ୪୦ରୁ ଅଧିକ ଗୋରୁ ମୃତ… ଭଦ୍ରକରୁ ପଶ୍ଚିମବଙ୍ଗ ଯାଉଥିଲା ଟ୍ରକ…ଡ୍ରାଇଭର ସମେତ ହେଲପର ଫେରାର…
() ସାମ୍ନାକୁ ଆସିଲା ପରୀ ହତ୍ୟାର ସାଂଘାତିକ ସତ …ଗୋଟି ଗୋଟି ସତ ମାନିଲା ଅଭୁକ୍ତ…ପରୀକୁ ତଣ୍ଟି ଚିପି ହତ୍ୟା କରିଥିବା କହିଲା ସରୋଜ…ହତ୍ୟାକାଣ୍ଡର ପୁରା କାହାଣୀକୁ ନେଇ ଅଡ଼ିଓ ଭିଡ଼ିଓ ଭାଇରାଲ…
() ଭଲେଇ ହେଉଛି ଆନ୍ଧ୍ର…କୋଟିଆ ପ୍ରସଙ୍ଗନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ…୧୯୫୨ରୁ ସେଠାକାର ୩ଗାଁରେ ନିର୍ବାଚନ କରାଉଛନ୍ତି ସରକାର..ପଡ଼ୋଷୀ ରାଜ୍ୟ ଓଡ଼ିଶାର ଅଭିଯୋଗ ଭିର୍ତ୍ତିି ହୀନ…ସେପଟେ ଆସନ୍ତାକାଲି ସର୍ବୋଚ୍ଚନ୍ୟାୟାଳୟଙ୍କ ଶୁଣାଣିକୁ ଅପେକ୍ଷା…
()କର୍ଲାପାଟ ଅଭାୟାରଣ୍ୟରେ ହାତୀ ମଡ଼କ ଘଟଣା…ଆଜିଠୁ ୨୨ ତାରିଖ ଯାଏଁ ୪ଜଣିଆ କେନ୍ଦ୍ରିୟ ଦଳ କରିବେ ତଦନ୍ତ..ପିସିସିଏଫ ଶଶୀ ପଲ ଦେଲେ ସୂଚନା..ସେପଟେ ଡ୍ରୋନ ଓ ଟ୍ରାପ କ୍ୟାମେରା ମାଧ୍ୟମରେ ଅନ୍ୟ ହାତୀଙ୍କ ଗତିବିଧି ଉପରେ ଲକ୍ଷ୍ୟ…
() ବର୍ଷାରେ ଭିଜିବ ଓଡ଼ିଶା..ଆସନ୍ତା ୨୪ ଘଣ୍ଟାରେ କେତକ ଜିଲ୍ଲାରେ କାଳ ବୈଶାଖୀ ସହ ବ୍ରଜପାତ ସମ୍ମାବନା …ରାଜ୍ୟର ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର …



Visitors Today : 5
Total Visitors : 130174
Total Views : 9891621
Visitors Online Now : 0