spot_img

ବଡବିଲ ଡେଲି ମାର୍କେଟରେ ଅଗ୍ନିକାଣ୍ଡ

ବଡବିଲ :  ଶନିବାର ଭୋର ପ୍ରାୟ ୩ଟାରୁ ୪ଟା ମଧ୍ୟରେ ସାହୁ ରେଡିମେଡ୍ଗାର୍ମେଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା  ନିଆଁ ଲାଗିବା ଜାଣିପାରି ଆଖପାଖ ଅଞ୍ଚଳର ଲୋକେ ଦୋକାନ ମାଲିକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସୂଚନା ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଫଳରେ ଅନ୍ୟ ଦୋକାନକୁ ନିଆଁ ବ୍ୟାପୀ ପାରିନଥିଲା ଏବଂ ଏକ ବଡ ଧରଣର ଅଗ୍ନିକାଣ୍ଡ ହେବାରୁ ରକ୍ଷା ପାଇଯାଇଥିଲା ତେବେ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ଏହି ଘଟଣା ପୂର୍ବରୁ ମଧ୍ୟ ବଡ଼ବିଲ ଡେଲି ମାର୍କେଟରେ ଏକାଧିକ ଥର ଅଗ୍ନିକାଣ୍ଡ ଘଟିସାରିଛି ଏଭଳି ପରିସ୍ଥିତିରେ ମାର୍କେଟରେ ଥିବା ଦୋକାନଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ଜରୁରୀ ହୋଇପଡ଼ିଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular