ଖୋର୍ଦ୍ଧା: ସାମ୍ବାଦିକଙ୍କ ସେବା ମନବୃତି କାର୍ଯ୍ୟ ପାଇଁ ଏକ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷ୍ୟ ଅଧିକ୍ଷକ ରାକକିଶୋର ଦୋରା ନୁ୍ୟଜ୬ର ଖୋର୍ଦ୍ଧା ପ୍ରତିନିଧି ମଧୁସୁଦନ ମିଶ୍ରଙ୍କୁ ସମ୍ମାନିତ କରିଛନ୍ତି । ଖୋର୍ଦ୍ଧା ଆରକ୍ଷ ଅଧିକ୍ଷକଙ୍କ୍ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ବରିଷ୍ଠ ନାଗରିକ ମଂଚ, ଜିଲ୍ଲା ଭାରତୀୟ କିଷାନ ସଂଘ, ପାଇକ ଆଖାଡ଼ା ସଂଘ ସହ ବହୁ ଜନ ସାଧାରଣଙ୍କ ଉପସ୍ଥିତ ଥିଲେ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0