spot_img

ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କୁ ବିଭିନ୍ନ ସଂଘ ତରଫରୁ ସାକ୍ଷାତ

ଖୋର୍ଦ୍ଧା: ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରାଙ୍କୁ ବିଭିନ୍ନ ସଂଘ ତରଫରୁ ସାକ୍ଷାତ । ଖୋର୍ଦ୍ଧାର ବରିଷ୍ଠ ନାଗରିକ ସଂଘ, ଜିଲ୍ଲା ଭାରତୀୟ କିଷାନ ସଂଘ ଓ ଜିଲ୍ଲା ପାଇକ ଆଖଡ଼ା ସଂଘ ଆରକ୍ଷୀ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି । ଖୋର୍ଦ୍ଧାରେ କିପରି ଆଇନ ଶୃଙ୍ଗଳାର ପରିସ୍ଥିତି ଠିକ ରହିବ ସଂଘ ତରଫରୁ ଅନୁରୋଧ କରାଯାଇଥିଲା । ପରେ ଆରକ୍ଷୀ ଅଧିକ୍ଷକ ଖୋର୍ଦ୍ଧା ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତ ଠିକ୍ ରହିବା ନେଇ ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular