ଭୁବନେଶ୍ୱର : ଡୁମୁଡୁମା ସ୍ଥିତ ରଘୁନାଥ ନଗରର ଶନ୍ନି ମଂଦ୍ଦିର ରେ ୭ ଦିନ ଧରି ଅନୁଷ୍ଠିତ ହୋଇଥିବା ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଯାଇଛି l ଉତ୍କ ଯଜ୍ଞରେ ଗତକାଲି ମନ୍ତ୍ରୀ ଶ୍ରୀ ଅଶୋକ କୁମାର ପଣ୍ଡା ଯୋଗ ଦେଇ ଥିଲେ l ଆଜି ପୂର୍ଣ୍ଣାହୁତି ସମୟରେ ବହୁତ ଭକ୍ତ ପାଖାପାଖି ଅଞ୍ଚଳରୁ ସମାଗମ ହୋଇଥିବାର ଦେଖାଯାଇଥିଲା l



Visitors Today : 2
Total Visitors : 130168
Total Views : 9891613
Visitors Online Now : 0