spot_img

ଦିନିକିଆ କୁକୁଡ଼ାଖଣ୍ଡି ଗସ୍ତରେ ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର

କୁକୁଡ଼ାଖଣ୍ଡି: ଦିନିକିଆ କୁକୁଡ଼ାଖଣ୍ଡି ଗସ୍ତରେ ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର । ନିଜ ନିର୍ବାଚନ ମଣ୍ଡଳୀ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଅନନ୍ତେଇ ଓ ବଁଥପାଲ୍ଲୀ ରେ ଏକ ବିବାହ ଉସôବ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପରେ ସିହଳା ଗ୍ରାମ ପଂଚାୟତ ରେ ପହଂଚି ବାଚସ୍ପତି ପଂଚାୟତ ର ବହୁ ପ୍ରକଳ୍ପ ଉଦଘାଟନ କରିଥିଲେ । ସେଠାରେ ଗ୍ରାମବାସୀ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ସଂମନ୍ୱିତ ଅତିଥି ଭାବେ ସ୍ଥାନୀୟ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଗୋଷ୍ଟି ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଯୋଗଦେଇଥିଲେ l ଏହା ସହ ଗ୍ରାମରେ ବହୁ ସମସ୍ୟା ରହିଥିବାରୁ ଗୁରୁତ୍ୱ ଦେବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ଉପରେ ଆଲୋଚନା କରିଥିଲେ l

LEAVE A REPLY

Please enter your comment!
Please enter your name here

- Advertisment -

Most Popular