( )ପୁଣି ବଢିଲା ତୈଳ ଦର…..ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ଲିଟର ପିଛା ୪୧ ପଇସା ବୃଦ୍ଧି…..ମାଲକାନଗିରିରେ ପ୍ରିମିୟମ ପେଟ୍ରୋଲ ଶହେ ଟପିଲା….ଭୁବନେଶ୍ୱରରେ ୯୨ ମୁହାଁ ପେଟ୍ରୋଲ….
( )ଚିନ୍ତା ବଢାଉଛି କରୋନାର ସଂକ୍ରମଣ ବୃଦ୍ଧି…. ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୫୨୧୦ ପଜିଟିଭ ଚିହ୍ନଟ…. ଦେଶରେ ଦେଢ ଲକ୍ଷରୁ ଅଧିକ ଆକ୍ଟିଭ……ସେପଟେ ସୁରକ୍ଷା ଦୃଷ୍ଟିରୁ କଟକର ନେମାଳ ପୀଠରେ ଲାଗୁହେଲା ୧୪୪ ଧାରା…..
( )ମାଲକାନଗିରିର ଯୋଡାମ୍ବ ଅଞ୍ଚଳରେ ମାଓ ଯୋଜନା ପଣ୍ଡ….. ବିପୁଳ ପରିମାଣର ବିସ୍ଫୋରକ ନଷ୍ଟ କଲେ ବିଏସଏଫ ଯବାନ……ବିସ୍ଫୋରକ ଭର୍ତ୍ତି ଆଇଇଡି , ମାଓ ପୋଷାକ ସହିତ ମାଓ ବ୍ୟାଟେରୀ ଓ ତାର ଜବତ…..
( )ଆଜିଠାରୁ ଜେଇଇ ମେନ ପରୀକ୍ଷା….. ଦେଶର ୩୩୧ ଟି ସହରରେ ଆସନ୍ତା ୨୬ ତାରିଖ ଯାଏଁ ଦୁଇଟି ସିଟିଂରେ ହେବ ପରୀକ୍ଷା…..ପରୀକ୍ଷାର୍ଥୀଙ୍କ ପାଇଁ କଡାକଟକଣା ଲାଗୁ….. ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ…..
( )ଭାରତୀୟ ବାୟୁସେନାରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଅନୁମତି…. ଶ୍ରୀଲଙ୍କା ଗସ୍ତରେ ଯାଉଥିବାରୁ ଭାରତ ଆକାଶରେ ଉଡିବାକୁ ଅନୁମତି ଦେଲେ କେନ୍ଦ୍ର ସରକାର…..୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନକୁ ପାକ୍ ଆକାଶରେ ଯାତ୍ରା ଅନୁମତି ଦେଇନଥିଲା ପାକିସ୍ତାନ…..



Visitors Today : 2
Total Visitors : 130224
Total Views : 9891699
Visitors Online Now : 0