ଭୁବନେଶ୍ବର : ଦେଶରେ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଯାହା ସାଧାରଣ ଜନତାଙ୍କ ଉପରେ ବେଶ୍ ପ୍ରଭାବ ପକାଉଛି । ତେବେ କଂଗ୍ରେସ ବିଧାୟକମାନେ ପେଟ୍ରୋଲ ଓ ଡିଜେଲ ବୃଦ୍ଧିର ପ୍ରତିବାଦ କରିଛନ୍ତି । ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବା ବେଳେ କଂଗ୍ରେସ ବିଧାୟକମାନେ ସାଇକେଲରେ ବିଧାନସଭା ଆସିଥିବା ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକ ତାରପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ ଓ ସୁର ରାଉତରାୟ ସାଇକେଲରେ ବିଧାନସଭା ଆସିଛନ୍ତି ।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0