spot_img

ବମ୍ଫକୁଦ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ପଛପଟ ଜଙ୍ଗଲରେ ଅଗ୍ନିକାଣ୍ଡ

କଟକ: ଫୁଲନଖରା ନିକଟସ୍ଥ ବମ୍ଫକୁଦ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ପଛପଟ ଜଙ୍ଗଲରେ ଅଗ୍ନିକାଣ୍ଡ। ଭୟରେ ପେଟ୍ରୋଲ ପମ୍ପ୍ ଛାଡ଼ି ଦେଲେଣି ପେଟ୍ରୋଲ ପମ୍ପ୍ କର୍ମଚାରୀ। ଦମକଳ ବାହିନି ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଛନ୍ତି। ନିଆଁ ଲାଗିବା ପରେ ଆଖ ପାଖ ଅଞ୍ଚଳରୁ ସମସ୍ତଙ୍କୁ ଖାଲି କରାଯାଇଛି। ନିଆଁର ଧୁଆଁ ପୁରା ଆକାଶକୁ ଛୁଉଁଛି। ତେବେ ନିଆଁ ଲାଗିବା କାରଣରୁ ଯେମିତି ପେଟ୍ରୋଲ ପମ୍ପକୁ କୌଣସି କ୍ଷତି ନପହଞ୍ଚେ ସେଥିପାଇଁ ପେଟ୍ରୋଲ ପମ୍ପ୍ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular