spot_img

ଯୁବତୀଙ୍କୁ ଇଞ୍ଜେକସନ ଦେଲେ ତାପରେ ହାତ ଗୋଡ଼ ବାନ୍ଧି ଜାଳିଦେଲେ

କଟକ: କଟକ ମାନସିଂପାଟଣା ଅଂଚଳରେ ଏକ ଭଡା ଘରେ ନିଆଁ ଲାଗି ଜଣେ କଲେଜ ଛାତ୍ରୀ ଗୁରୁତର। ଯୁବତୀଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁତର ଯୁବତୀଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଏକାଧିକ ଯୁବକ ଆସି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ଓ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରୁଛନ୍ତି। ଆହତ ଯୁବତୀ ହେଉଛନ୍ତି ଯୁକ୍ତ ୨ ବିଜ୍ଞାନ ଛାତ୍ରୀ ବୋଲି ସୂଚନା ମିଳିଛି। କଟକ ମଧ୍ୟ ଦିନ ଦ୍ୱିପ୍ରହରରେ ଏଭଳି ଏକ କାଣ୍ଡ ସମସ୍ତଙ୍କୁ ଆରଙ୍କିତ କରିଛି। ୪ମୁଖା ପିନ୍ଧା ଦୁର୍ବୃତ୍ତ ଘଟାଇଛନ୍ତି ଏଭଳି ଘଟଣା। ଘରେ ପଶିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ତେବେ ଯୁବତୀଙ୍କୁ ପ୍ରଥମେ ମାଡ଼ ମାରିଥିଲେ ଏବଂ ପରେ ତାଙ୍କୁ ଇଞ୍ଜେକସନ ବି ଦେଇଥିଲେ। ଇଞ୍ଜେକସନ ଦ୍ୱାରା ଯୁବତୀ ସଂଜ୍ଞାହୀନ ହୋଇପଡ଼ିଥିଲେ। ମୋବାଇଲ୍ ଭିଡିଓକୁ ନେଇ ଅଭାବନୀୟ ଘଟଣା ଘଟିଥିବା ସୂଚନା

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular