spot_img

ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିଡାମନ୍ତ୍ରୀ

ଭୁବନେଶ୍ୱର: ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା । କାକଟପୁର ସ୍ଥିତ ଦେଉଳିମଠରେ ବୈଦିକ ରୀତିନୀତିରେ ବିଧାୟକ ତଥା ରାଜ୍ୟ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ନନ୍ଦିନୀଙ୍କ ହାତ ଧରିଛନ୍ତି । ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଘର ଅସ୍ତରଙ୍ଗ ବ୍ଲକ୍ ଅଧୀନ ନଗର ପଞ୍ଚାୟତର ବାଲିଡିଆ ଗ୍ରାମରେ । ସେହି ଗ୍ରାମର ରୋହିତ ବେହେରାଙ୍କର ଏକମାତ୍ର କନ୍ୟା ହେଉଛନ୍ତି ନନ୍ଦିନୀ । ବିବାହ ନେଇ ମନ୍ତ୍ରୀ ନିଜେ ଟ୍ବିଟ୍ କରି ସୂଚନା ଦେବା ସହ ଆଶୀର୍ବାଦ ଓ ଶୁଭକାମନା ଲୋଡିଛନ୍ତି ।କନ୍ୟା ହେଉଛନ୍ତି ନନ୍ଦିନୀ । ବିବାହ ନେଇ ମନ୍ତ୍ରୀ ନିଜେ ଟ୍ବିଟ୍ କରି ସୂଚନା ଦେବା ସହ ଆଶୀର୍ବାଦ ଓ ଶୁଭକାମନା ଲୋଡିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular