spot_img

ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଲେ ଥାନା ଅଧିକାରୀ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ନିହଲ ପ୍ରସାଦ ଥାନା ଅଧିକାରୀ । ନିହଲ ପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଏକ ଯୌତୁକ ଜନିତ ମାମଲାରେ ୩୦୭ଦଫା କାଟିବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ତାଙ୍କ ନିକଟରୁ ୬ ହଜାର ଟଙ୍କା ଜବତ କରାଯାଇଛି । ଲାଞ୍ଚ ଟଙ୍କା ସହ ଜଣେ ହୋମଗାର୍ଡକୁ ମଧ୍ୟ ଭିଜିଲାନ୍ସ ଟିମ୍ କାବୁ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular