ଜଟଣୀ: ଜଟଣୀ ମୁନିସପାଲଟିରେ ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ସଫେଇ କର୍ମଚାରୀମାନଙ୍କ ବକେୟା ଓ ମାସିକ ଦରମା ଠିକ୍ ସମୟରେ ନପାଇବା ଓ ଇପିଏଫ୍, ଇଏସଆଇ ର ପଞ୍ଜିକରଣ ନକରିବା କି ଇପିଏଫ, ଇଏସଆଇର କୌଣସି ସ୍ଲିପ୍ ନଦେବା କାରଣରୁ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନେ୍ଦାଳନରେ ବସିଛନ୍ତି । ମୁନିସପାଲଟି କାର୍ଯ୍ୟକାରୀ ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ କାର୍ଯ୍ୟକାରୀ ଅଫିସର ଖୁବ୍ ଶୀଘ୍ର ଆଲୋଚନା କରି ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0