ଭୁବନେଶ୍ୱର: ଋଣ ଦେବା ବାହାନାରେ ଠିକି ନେଲେ ୫୦ ହଜାର ଟଙ୍କା। କେବଳ ସେତିକି ନୁହେଁ ବେଆଇନ ରୂପେ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କାର ଟ୍ରଞ୍ଜେକସନ ମଧ୍ୟ ହୋଇଛି। ଏଭଳି କିଛି ଅଭିଯୋଗ ଆସିଛି ପାରାଦୀପ ଷଣ୍ଢକୁଦ ଅଞ୍ଚଳରୁ। ସ୍ଥାନୀୟ ବିଶ୍ୱଜିତ ଜେନା ନାମକ ଜଣେ ରଙ୍ଗ ମିସ୍ତ୍ରୀଙ୍କୁ କୋଲକାତା ଜିଅରପି ଉଠାଇ ନେଇ ପଚରାଉଚରା କରୁଛିା ବିଶ୍ୱଜିତଙ୍କ ଆକାଉଣ୍ଟରେ ୧୩ ଲକ୍ଷରୁ ଅଧିକ ଟଙ୍କା ସନ୍ଦେହଜନକ ଟ୍ରାଞ୍ଜେକସନ୍ ହୋଇଥିବା ଅଭିଯୋଗରେ ତଦନ୍ତ ଚାଲିଛି ।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0